ବାଙ୍କି: କାଳ ବୈଶାଖୀ ପ୍ରଭାବ ରେ ୫୦ ଏକର ମକାଫସଲ ନଷ୍ଟ । କାଳ ବୈଶାଖୀ ପ୍ରଭାବ ରେ କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ବ୍ରହ୍ମପୁରା ଅଞ୍ଚଳରେ ପ୍ରାୟ ୫୦ ଏକର ମିଠା ମକା ଫସଲ ଉଜୁଡିଯାଇଛି । ଦିନେ ଦୁଇଦିନ ପରେ ଚାଷୀମାନେ କମା ବିକ୍ରି କରିଥାନ୍ତେ। ଫସଲ ଉଜୁହିଯାଇଥିବାରୁ ଚିନ୍ତାରେ ଚାଷୀ
No WhatsApp Number Found!
WhatsApp us
