ଭୁବନେଶ୍ୱର. —
ଭୁବନେଶ୍ୱର ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଙ୍ଗ ର ସଭାପତି ଶ୍ରୀଯୁକ୍ତ କବି ରାଜ ସ୍ୱାଇଁ ପ୍ରେସ ମିଟ କରି କହିଛନ୍ତି କି ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଙ୍ଘ ରେ ମୁ ଜାନୁଆରୀ ରେ ସଭାପତି ଭାବେ ନିର୍ବାଚନ ଜିତି ସମସ୍ତ ନୂଆ ସଦସ୍ୟ କୁ ନେଇ କାମ ଆରମ୍ଭ କରିଥିଲେ ହାଟ ର ଉନ୍ନତି ପାଇଁ ମୁ ଏକ ନୁମ୍ବର ହାଟର ଗେଟ କରିବା ସହିତ ପୁରୁଷ. ଏବଂ ମହିଳା ମାନଙ୍କ ପାଇଁ ପାଇଖାନା ବ୍ୟବସ୍ଥା କରୁଥିବା ବେଳେ. କିଛି ଖଳ ପ୍ରକୃତି ଲୋକ ମୋ ନାମ ରେ ମିଥ୍ୟା ଖବର ପରିବେଷଣ କରିଛନ୍ତି ଏହା କୁ ନେଇ ଆଜି ସଙ୍ଘ ତରଫରୁ ବୈଠକ ହେଇ ଥିଲା ମୁ ଯଦି ଦୋଷ କରିଛି କିଛି ଭୁଲ କରିଛି ମତେ ପ୍ରମାଣ ଦିଆ ଯାଉ ଏବଂ ଏହା କୁ ଅନୁସନ୍ଧାନ କରାଯାଉ ନ ହେଲେ ମୁ ଆଇନ ର ଆଶ୍ରୟ ନେବି ବୋଲି ସାମ୍ବାଦିକ ସମିଳନୀ ରେ ଶ୍ରୀ କବିରାଜ ସ୍ବୀଇ ସୂଚନା ଦେଇଛନ୍ତି |
