ଭୁବନେଶ୍ୱର.
ଭୁବନେଶ୍ୱର -ଆଜି ଭୁବନେଶ୍ୱର ରେ ଥିବା ଗଜପxତି ନଗର କିଡ଼ସ ଏକାଡେମୀ ପ୍ରି -ସ୍କୁଲରେ ବାର୍ଷିକ ଏକ୍ସବିଶନ ପାଳିତ ହୋଇଯାଇଛି, କିଡ଼ସ ସ୍କୁଲ ର ପ୍ରିନସିପାଲ ଶ୍ରୀମତୀ ଜାନକୀ ସାହୁ କହିଛନ୍ତି କି କିଡ଼ସ ସ୍କୁଲ କରିବା ତାଙ୍କର ବଡ଼ ସ୍ବପ୍ନ ଥିଲା ସେଥିପାଇ ସେ ସବୁ ସରକାରୀ ଚାକିରୀ ଆରମ୍ଭ କରି ବହୁ ବଡ଼ ବଡ଼ ଚାକିରୀ ଛାଡି କିଡ଼ସ ସ୍କୁଲ ଖୋଲିଲେ, ଏହି କିଡ଼ସ ଏକାଡେମୀ ପ୍ରି ସ୍କୁଲ ରେ 99 ପିଲା ପଢି ବାକୁ ଆସନ୍ତି, ପାଠପଢ଼ା ସହିତ ପିଲା ମାନଙ୍କୁ ବହୁ ଦେଶ ବିଦେଶ କଥା ଜାଣନ୍ତି ପିଲା ମାନେ କିପରି ଆଗକୁ ବଢିବେ ସେଥିପ୍ରତି ଧ୍ୟାନ ଦିଅନ୍ତି, ଏହି କିଡ଼ସ ଏକାଡେମୀ ପ୍ରି ସ୍କୁଲ ରେ ନଅ ଜଣ ଶିକ୍ଷକ,

ଏହାସହିତ ଛୋଟ ଛୋଟ ପିଲା ମାନଙ୍କ ଦେଖା ଶୁଣା କରିବା ପାଇ ଚାରି ଜଣ ଅଣ ଶିକ୍ଷକ ଅଛନ୍ତି, ଆଜି କିଡ଼ସ ଏକାଡେମୀ ପ୍ରି ସ୍କୁଲ ର ବାର୍ଷିକ exbition ଥିଲା, ଏହି ଛୋଟ ଛୋଟ ପିଲା ମାନେ exibition ରେ କିଏ ହାଣ୍ଡିଶାଳ ରେ ଥିବା ପୁରାତନ ଯୁଗର ମାଟିରେ ତିଆରି ଚକି, ଶିଳ, ହାଣ୍ଡି, କଢ଼େଇ ରୋଷେଇ ଘରର ସବୁ ସରଜାମ, ଆଉ ପାଣି କିପରି ବିଶୁଦ୍ଧ ହଉଛି ସେଥିପ୍ରତି ଏହି ଛୋଟ ଛୋଟ ପିଲା ମାନଙ୍କର ଏତେ ବୁଦ୍ଧି କି ଆଖିରେ ନ ଦେଖିଲେ ଜାଣି ପାରିବେ ନାହିଁ, ଆଉ ଛୋଟ ପିଲା ଟିଏ ଆମ ଓଡିଶାର ଆରାଧ୍ୟ ଦେବତା ପ୍ରଭୁ sri ଜଗନ୍ନାଥ ଙ୍କ ମନ୍ଦିର ତିଆରି କରିବା ସହିତ କହି ପାରୁଛନ୍ତି ୟା ଠାରୁ ବଡ଼ ଶିକ୍ଷା କଣ ଅଛି, ସବୁଠାରୁ ବଡକଥା କି କାଶ୍ମୀର ର ପେହେଲ ଗାମ ଆକ୍ରମଣ ବିଷୟରେ project କରିବା ସହିତ ସମ୍ପୂର୍ଣ ବୁଝାଇ କହି ପାରୁଛନ୍ତି, ଗଜପତି ନଗର କିଡ଼ସ ଏକାଡେମୀ ପ୍ରି ସ୍କୁଲ ର ପ୍ରିନସିପାଲ ଶ୍ରୀମତୀ ଜାନକୀ ସାହୁ ଙ୍କ ପରିଶ୍ରମ କୁ ଏଠାରେ ପିଲା ପଢ଼ୁଥିବା ମାତାପିତା ମାନେ ସ୍କୁଲର ପ୍ରିନିସିପାଲ ଓ ଶିକ୍ଷକଙ୍କୁ ଧନ୍ୟ ବାଦ ଦେଇଛନ୍ତି,
(ଭୁବନେଶ୍ୱର ରୁ ସ୍ବର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ)
