ଅଦ୍ୟ ତା ୧୪ ତାରିଖ ମଙ୍ଗଳବାର ଓଡ଼ିଆ ନବ ବର୍ଷ ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ହିନ୍ଦୁ ଏକତା ମଞ୍ଚ ଭୁବନେଶ୍ୱର ଶାଖା ଆନୁକୂଲ୍ୟରେ ବୁଲନ ଭାଇ ସେବା ଭବନ ମାଷ୍ଟର କ୍ୟାଣ୍ଟିନ ଠାରେ ଏକ ବୈଠକ ରାଜ୍ୟ ସଭାପତି ପ୍ରଦୀପ୍ତ କୁମାର ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା.

ସଭାରେ ଆଜୀବନ ସଦସ୍ୟ ଶ୍ରୀଯୁକ୍ତ ଅରୁଣ କୁମାର ଜେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇ ପ୍ରଶଂସା ପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା ସଭା ଶେଷରେ ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ପଣା ସେବନ କରି ଶ୍ରୀରାମ ମନ୍ଦିର ପର୍ଯ୍ୟନ୍ତ ପଦ ଯାତ୍ର ରେ ଯାଇଥିଲେ.ଓ ଓଡ଼ିଆ ନବ ବର୍ଷ କୁ ଅତି ଆନନ୍ଦ ଉଲ୍ଲାସ ରେ ପାଳନ କରିବା ପାଇଁ ସମସ୍ତ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ସଚେତନ କରିଥିଲେ .। ଉକ୍ତ ପଦଯାତ୍ରା ଓ ବୈଠକ ରେ ଭାଗ ନେଇଥିବା ମହାନୁଭବ ମାନେ ହେଲେ

ପରମହଂସ ଶ୍ରୀମଦ ସ୍ୱାମୀ ବ୍ରହ୍ମା ନନ୍ଦ ସରସ୍ବତୀ ମହାରାଜ ଡକ୍ଟର ମିହିର ପଟନାୟକ, ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ସୁନିତ ମୁଣ୍ଡୁ , ରଜନୀକାନ୍ତ ସାମନ୍ତରାୟ ପ୍ରଦ୍ୟୁମ୍ନ ଦାସ, ଡାକ୍ତର ପ୍ରଭାତ କୁମାର ସାହୁ ସୁଶୀଲ ପ୍ରଧାନ ସୁଶୀଲ ପାଲ , ଜୟନ୍ତ ଦାସ, ବିଭୁତି ଭୂଷଣ ନାୟକ ଦୀନବନ୍ଧୁ ଷଡ଼ଙ୍ଗୀ , ସ୍ୱାଧୀ ଅରନ୍ଧୁତି ପୁରି, ପୀତବାସ ବାରିକ, ପ୍ରଦୀପ୍ତ କୁମାର ରାୟ, ମିହିର କୁମାର ରାୟ, ଅରୁଣ କୁମାର ଜେନା ତଥାଗତ ସ୍ୱାଇଁ ଶ୍ରୀ ବସନ୍ତ ପଢ଼ିଆରୀ ମଧୁସ୍ମିତା ପଟନାୟକ, ଜଗନ୍ନାଥ ସାହୁ ଆଶିଷ କୁମାର ଦାସ, କୈଳାଶ ଚନ୍ଦ୍ର ଦାସ ଶତ୍ରୁଘ୍ନ ଓଝା, ମାଧବାନନ୍ଦ ଚଇନି, ଦେବବ୍ରତ ମହାନ୍ତି ପ୍ରିୟବ୍ରତ ନାୟକ ସୌଦାମିନୀ ପଣ୍ଡା, ହରିପ୍ରିୟା ବେହେରା, ସରୋଜ କୁମାର ସାହୁ ସୁରେନ୍ଦ୍ର ସେଠି, ବାବୁଲି ବେହେରା ଚକ୍ରଧର ସାମନ୍ତରାୟ ଟୁନିଲତା ବଳ, ପବିତ୍ର ମୋହନ ମହାନ୍ତି ଶ୍ରୀମଦ ଆନନ୍ଦ ଚୈତନ୍ୟ ବ୍ରାହ୍ମଚାରୀ, ପ୍ରଦୀପ୍ତ କୁମାର ମହାନ୍ତି ସ୍ମୃତିସୁଧା ପ୍ରିୟଦର୍ଶିନୀ ଯାଜ୍ଞସେନି ସାହୁ ବିଶ୍ୱଜିତା ରଵା, ଧର୍ମାନନ୍ଦ ଦଳାଇ, ସୁବୋଧ ରାଉତରାୟ, ସୁରଜିତ ମହାନ୍ତି ସୁଶାନ୍ତ କୁମାର ରାଉତ ଅରୂପାନନ୍ଦ ସ୍ୱାଇଁ ବ୍ରଜକିଶୋର ଜେନା ମିନତି ପାଲ ସୁଶ୍ରୀ ସସ୍ମିତା ପାଣିଗ୍ରାହୀ ଓମ ସାଇ ସମ୍ରାଟ ଅଜୟ ଦାସ ବୈରାଗୀ ମଲ୍ଲିକ ଅଳକା ପ୍ରିୟଦର୍ଶିନ ଚନ୍ଦନ ପ୍ରସାଦ ପ୍ରଭୃତି
