ଅଜି ତା ୧୫/୧୦ ସ୍ଥାନୀୟ ୯ ନମ୍ବର ସ୍ଥିତ ରେଡକ୍ରସ ଭବନ ଠାରେ କ୍ରାନ୍ତିକାରୀ ସାମାଜିକ ଅନୁଷ୍ଠାନ ସମର କ୍ରାନ୍ତି ସେନା ପକ୍ଷରୁ ବିଶ୍ୱ ଛାତ୍ରଛାତ୍ରୀ ଦିବସ ପାଳିତ ହୋଇଯାଇଅଛି !

ଉଦଘାଟକ ଭାବେ ଡ଼କ୍ଟର ଭଗବାନ ପ୍ରକାଶ,ପୂର୍ବତନ ମୁଖ୍ୟ ଉପଦେଷ୍ଟା ନିର୍ବାଚନ ଆୟୋଗ ଭାରତ ସରକାର, ମୁଖ୍ୟଅତିଥି ଶ୍ପ୍ରତିଷ୍ଠାତା ଅଧ୍ୟକ୍ଷ ସମ୍ବାଦ ଗ୍ରୁପ, ମୁଖ୍ୟବକ୍ତା ଡ଼କ୍ଟର ସିପ୍ରା ମଲ୍ଲିକ, ସତନ୍ତ୍ରଅତିଥି ଡ଼କ୍ଟର ପଵିତ୍ର ମୋହନ ସାମନ୍ତରାୟ, ଜାତୀୟ ସଭାପତି ରାଷ୍ଟ୍ରୟ ପତ୍ରକାର ମହାସଙ୍ଘ,, ଅନ୍ୟତମ ସ୍ବତନ୍ତ୍ର ଅତିଥିଭାବେ ଅନୁଷ୍ଠାନ ର ନିର୍ଦେଶକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମହାପାତ୍ର, ଶ୍ରୀଯୁକ୍ତ ଶୁଭାଶିଷ ମିଶ୍ର ପ୍ରତିଷ୍ଠାତା ସମ୍ପାଦକ ପ୍ରତିକାର ଓଡ଼ିଆ ସମ୍ବାଦ ପାତ୍ର, ସଂମ୍ମାନିତ ଅତିଥି ଓ ବିଶିଷ୍ଠ ପଦାର୍ଥ ବିଜ୍ଞାନୀ ଅଧ୍ୟାପକ ଡ଼କ୍ଟର ସୁଶାନ୍ତ ଦାସ ପୌରୋହତ୍ୱ ରେ କାର୍ଯ୍ୟକ୍ରମ ସଂଚାଳିତ ସହିତ ରାଷ୍ଟ୍ରନିର୍ମାଣ ରେ ଛାତ୍ର ଛାତ୍ରୀ ଙ୍କ ଭୂମିକା ବିଷୟ ବସ୍ତୁ ଉପରେ ବକ୍ତ୍ୟବ ପ୍ରଦାନ କରିଥିଲେ ଆଜିର ଏହି୧୫ ଅକଟୋବରଂ ଆଜି ତାରିଖକୁ ବିଶ୍ୱ ଛାତ୍ରଛାତ୍ରୀ ଦିବସ ଭାବରେ ପାଳିନ ହୋଇଥାଏ ! ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ଜନ୍ମବାର୍ଷିକୀ ପ୍ରତିବର୍ଷ ଅକ୍ଟୋବର ୧୫ ତାରିଖରେ ପାଳିତ ହୁଏ, ଯାହା ପ୍ରସିଦ୍ଧ ମହାକାଶ ବୈଜ୍ଞାନିକ, “ଭାରତର କ୍ଷେପଣାସ୍ତ୍ର ପୁରୁଷ” ଏବଂ ଭାରତର ୧୧ତମ ରାଷ୍ଟ୍ରପତିଙ୍କ ଜନ୍ମଦିନ।ଯାହା ୧୫ ଅକ୍ଟୋବର ୧୯୩୧ରେ ତାମିଲନାଡୁର ରାମେଶ୍ୱରମରେ ଜନ୍ମଗ୍ରହଣ କରିଥିଲେ।ଶିକ୍ଷାଦାନ, ଯୁବ ସଶକ୍ତିକରଣ ଏବଂ ଶିକ୍ଷା ପ୍ରତି ତାଙ୍କର ଗଭୀର ପ୍ରେମକୁ ସମ୍ମାନ ଜଣାଇବା ପାଇଁ ତାଙ୍କ ଜନ୍ମବାର୍ଷିକୀକୁ ବିଶ୍ୱ ଛାତ୍ର ଦିବସ ଭାବରେ ବ୍ୟାପକ ଭାବରେ ପାଳନ କରାଯାଏ, ଯଦିଓ ଏହା ଏକ ଆନୁଷ୍ଠାନିକ ମିଳିତ ଜାତିସଂଘର ନିର୍ଦ୍ଦେଶ ପରିବର୍ତ୍ତେ ଏକ ଅଣଆନୁଷ୍ଠାନିକ ପାଳନ କରାଯାଉଛି! ସର୍ବ ଶେଷରେ ଓଡିଶା ର ପୁରପଲ୍ଲୀରୁ ବିଦ୍ୟାଳୟର ଅଧ୍ୟକ୍ଷ,ଶିକ୍ଷକ, ବିଦ୍ୟାନ, ସଚ୍ଛାସେବୀ, ଛାତ୍ରଛାତ୍ରୀ ସଂଗଠକଙ୍କୁ ଏପିଜେ ଅବଦୁଲ କାଲାମ ଗୌରବ ସ୍ମୁତି ସମ୍ମାନରେ ସମ୍ମାନିତ କରାଯାଇଥିଲା ! ସମାଜଆଇନର ସମ୍ପାଦକ ଶ୍ରୀଯୁକ୍ତ ମନୋଜ ସେଠ, ସଂଗଠନ ର ସଦ୍ୟସ୍ୟ ଡ଼କ୍ଟର ସୌମିତ୍ର କର, ସମ୍ପାଦକ ଡ଼କ୍ଟର ପ୍ରମୋଦ କିଶୋର ପରିଡା ଶଙ୍କର ବେହେରା, ଅନୁଷ୍ଠାନ ର ସଭାପତି ଶରତ ଚନ୍ଦ୍ର ଜେନା,ମୁକେଶ ସିଂହ, ହରେକୃଷ୍ଣ ବରାଳ, ଅଜିତ ସାହୁ ବିଦ୍ୟଧାର ମହାପାତ୍ର ଜାନକୀ ବଲ୍ଲ ଧଳ, ରାକେଶ ହୋତା, ହେମନ୍ତ ସ୍ବାଇଁ,ଅନ୍ୟ ସଦ୍ୟସ୍ୟ ଯୋଗଦେଥିବା ବେଳେ ବାସୁଦେବ ପରିଡ଼ା
