ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲଦାର ସସପେଣ୍ଡ । ମନୋଜ କୁମାର ମାଝୀଙ୍କୁ ନିଲମ୍ବନ କଲେ ରାଜ୍ୟସରକାର। କାର୍ଯ୍ୟରେ ଅବହେଳା, ସରକାରୀ ନିୟମ ଉଲଂଘନ କରିବା ଅଭିଯୋଗରେ ନିଲମ୍ବନ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଆଧାର କରି ୧୬ ଅକ୍ଟୋବର ୨୦୨୬ର ସରକାରୀ ଆଦେଶ ଅନୁଯାୟୀ, ଶୃଙ୍ଖଳାଗତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ତାଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି।
