ଭୁବନେଶ୍ୱର :
ସ୍ଥାନୀୟବୁଦ୍ଧ ମନ୍ଦିର ପରିସରରେଶ୍ରୀମତୀଗୀତାତ୍ରିପାଠୀ ଓ ଶ୍ରୀତ୍ରିଦିବତ୍ରିପାଠୀଙ୍କ ପ୍ରଚେଷ୍ଟା ଓ ତତ୍ତ୍ୱାବଧାନରେ ପ୍ରାଚୀନ ଭାରତୀୟସଂସ୍କୃତିରସଚେତନତା ଓ ପୁନଃଜାଗରଣ ପାଇଁ ଆମ ସଂସ୍କୃତିକୁଇଜ୍, ଯୋଗ ଓ ଶ୍ରୀମଦ୍ଭାଗବଦ୍ଗୀତାଶ୍ଲୋକ ଆବୃତ୍ତି ପ୍ରତିଯୋଗିତାରାଜଧାନୀରବିଭିନ୍ନବିଦ୍ୟାଳୟରଛାତ୍ରଛାତ୍ରୀଙ୍କୁନେଇ ଅନୁଷ୍ଠିତ ହୋଇଯାଛିା ଏଥିରେକୃତିତ୍ତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କ ପାଇଁ ପୁରସ୍କାରବିତରଣଉତ୍ସବ ଅନୁଷ୍ଠିତ ହୋଇଥିଲ।।

ଏହି ଅବସରରେ ଡକ୍ଟର ଦେବବ୍ରତସାହାଣୀ, ଶ୍ରୀମତୀସୁଦତ୍ତା ପଟ୍ଟନାୟକ, ଡକ୍ଟରସୌରେନ୍ଦ୍ରମହାପାତ୍ର ଓ ଶ୍ରୀଗୌରୀଶଙ୍କରଶର୍ମା ପ୍ରଦୀପ ପ୍ରଜ୍ୱଳନ କରି ପୁରସ୍କାରବିତରଣକରିଥିଲୋ
ଡକ୍ଟର ଦେବବ୍ରତସାହାଣୀଉପସ୍ଥିତଛାତ୍ରଛାତ୍ରୀମାନଙ୍କୁମାନସିକଶକ୍ତିବଢାଇବା ପାଇଁସହଜଯୌଗିକକୌଶଳଗୁଡ଼ିକ ନିୟମିତ ଅଭ୍ୟାସ କରିବାକୁପ୍ରେରଣା ଦେଇଥିଲୋ
ଶ୍ରୀସଞ୍ଜୟ ନନ୍ଦ ଯୌଗିକଜୀବନଶୈଲୀରଉପାଦେୟତା, ସୁଖିରହିବାରସୂତ୍ର, ପୁରାତନ ଶାସ୍ତ୍ର ଓ ଭଗବଦ୍ ଗୀତାରଶିକ୍ଷା ଆଜିର ସମୟରେକିଭଳି ପ୍ରାସଙ୍ଗିକତାହାରଚର୍ଚ୍ଚା କରିଥିଲେ ।
ଆଧୁନିକତାର ସ୍ପର୍ଷରେହଜିଯାଉଥିବା ପ୍ରାଚୀନ ଭାରତୀୟଜ୍ଞାନ ଓ ଯୌଗିକ ଜୀବନ ଶୈଳୀ ପ୍ରତିଉତ୍ସାହ ଓ ଆଗ୍ରହ ସୃଷ୍ଟିକରିବାଉଦ୍ଦେଶ୍ୟରେଉକ୍ତ ପ୍ରତିଯୋଗିତାଜୁଲାଇମାସଠାରୁଶ୍ରୀମତୀଗୀତାତ୍ରିପାଠୀଙ୍କ ପ୍ରତ୍ୟକ୍ଷତତ୍ତ୍ୱାବଧାନରେରାଜଧାନୀର ୪୧ଟିବିଦ୍ୟାଳୟରସାଢେତିନିହଜାରଛାତ୍ରଛାତ୍ରୀଙ୍କୁନେଇଁ ଅନୁଷ୍ଠିତ ହୋଇଥିଲ।।ସେମାନଙ୍କମଧ୍ୟରୁସମୁଦାୟ ୫୨ ଜଣ ପୁରସ୍କୃତହୋଇଛନ୍ତିାବରିଷ୍ଠବର୍ଗକୁଇଜ୍ରେ ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟରବିଶ୍ୱଜିତ୍ ନାୟକ, ଯୋଗରେକେନ୍ଦ୍ରୀୟବିଦ୍ୟାଳୟ ନଂ. ୧ ର ଶ୍ରିୟାଂଶୁଶେଖର ଦାସ୍ ଓ ଗୀତାଶ୍ଲୋକ ଆବୃତ୍ତିରେ ବିଜେଇଏମ୍ସ୍କୁଲରସ୍ୱୟମ୍ ଦାଶ ପ୍ରଥମ ସ୍ଥାନ ଅଧିକାର କରିଥିଲୋକନିଷ୍ଠବର୍ଗକୁଇଜ୍ରେଡିଏଭି ୟୁନିଟ୍-୮ ସ୍କୁଲରନୈତିକ ଭରଦ୍ୱାଜସ୍ୱାଇଁ, ଯୋଗରେଓମ୍ଗୁରୁକୁଳ ପବ୍ଲିକ୍ସ୍କୁଲରଓମ୍କୁମାର ପାତ୍ର ଓ ଗୀତାଶ୍ଲୋକ ଆବୃତ୍ତିରେ ଡିଏଭିଚନ୍ଦ୍ରଶେଖରପୁରରଶୁଭାଙ୍ଗୀସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲୋ
