ହିନ୍ଦୁ ଏକତା ମଞ୍ଚ ଭାରତ ଭୁବନେଶ୍ୱର ଜିଲ୍ଲା ସଂଗଠନ ଆନୁକୂଲ୍ୟରେ ସହିଦ ନଗର ସ୍ଥିତ ବିଷ୍ଣୁ ମନ୍ଦିର ସମିତି ସଭା ଗୃହ ରେ, ଏକ ସଭା ରାଜ୍ୟ ସଭାପତି ପ୍ରଦୀପ୍ତ କୁମାର ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।

ସଭା ଟିକୁ ସଂଗଠନ ର ଉପସଭାପତି ଶ୍ରୀ ଚନ୍ଦ୍ରକାନ୍ତ ନାୟକ ପରିଚାଳନା କରିଥିଲେ। ସଂଗଠନ ର ଉପସ୍ଥିତ ସଦସ୍ୟ ମାନେ ଯଥା ଡକ୍ଟର ସୁବୋଧ କୁମାର ରାଉତରାୟ, ଡାକ୍ତର ପ୍ରଭାତ ସାହୁ (ଯୁଗ୍ମ ସମ୍ପାଦକ)ଡାକ୍ତର ଅକ୍ଷୟ କୁମାର ମିଶ୍ର, ଡକ୍ଟର ବନ ମାଳି ରଥ, ପୂର୍ବତନ ଜିଲ୍ଲା ଜଜ ଶ୍ରୀ ବସନ୍ତ କୁମାର ପଢ଼ିଆରୀ, ଶ୍ରୀ ବୈଷ୍ଣବ ମହାନ୍ତି, ଡକ୍ଟର ଚିନ୍ତାମଣି ମିଶ୍ର ସଭାପତି ଖୋର୍ଦ୍ଧା ଜିଲ୍ଲା, ଶ୍ରୀ ଶେଷଦେବ ବରାଳ, ଖୋର୍ଦ୍ଧା ଜିଲ୍ଲା, ସମ୍ପାଦକ ପ୍ରାଧ୍ୟାପକ ଶ୍ରୀ ଲଷ୍ମୀକାନ୍ତ ମିଶ୍ର, ବରିଷ୍ଟ ସଦସ୍ୟ ଶ୍ରୀ ବ୍ରଜକିଶୋର ଜେନା, ଶ୍ରୀ ଜ୍ୟୋତି ପ୍ରକାଶ ସାହୁ, ସଭାପତି ଢେଙ୍କାନାଳ ଜିଲ୍ଲା, ଶ୍ରୀ ଦେବେନ୍ଦ୍ର ମହାନ୍ତି, ଶ୍ରୀ ପ୍ରମୋଦ ରଥ, ଅବସରପ୍ରାପ୍ତ ଆଡିସୀନାଲ ସେକ୍ରେଟାରୀ, ଶ୍ରୀ ଶରତ ଚନ୍ଦ୍ର ନାୟକ, ଶ୍ରୀ ସୁଶୀଲ ପ୍ରଧାନ,ଶ୍ରୀ କୁମୁଦ ଚନ୍ଦ୍ର ପ୍ରଧାନ,ଶ୍ରୀ ଭିଭୀଷଣ ମହାକୁଡ଼,ଶ୍ରୀ ସୁଦର୍ଶନ ମହାରଣା,ଆଡ଼ଭୋକେଟ ସରୋଜ ମିଶ୍ର, ଶ୍ରୀ ଅକ୍ଷୟ କୁମାର ସାହୁ, ଶ୍ରୀ ମନୋରଞ୍ଜନ ଓଝା ପ୍ରଭୃତି ନିଜର ବକ୍ତବ୍ୟ ରଖି ସଂଗଠନ କୁ କିଭଳି ମଜଭୁତ କରାଯାଇପାରିବ ସେ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ। ସମ୍ପାଦକ ଶ୍ରୀ ସୁରେନ୍ଦ୍ର କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସଂଗଠନ ର କୋଷାଧ୍ୟକ ଶ୍ରୀ ବିଦ୍ୟୁତ ଜେନା, ବରିଷ୍ଟ ସଦସ୍ୟ ଶ୍ରୀ ପୀତବାସ ବାରିକ,ଶ୍ରୀ ଯତୀନ କୁମାର ନାୟକ,ଶ୍ରୀ ରତିକାନ୍ତ ବରାଳ ଉପସ୍ଥିତ ରହି ସଭା ର ସମସ୍ତ ଆୟୋଜନ କରିଥିଲେ ।ସଭାରେ ଆଶାନୁରୂପକ ସଭ୍ୟ ଉପସ୍ଥିତ ନ ଥିବା ହେତୁ କମିଟି ଗଠନ କରାଯାଇପାରିଲା ନାହିଁ। କିନ୍ତୁ ପୂର୍ବରୁ ଗଠନ କରାଯାଇଥିବା କୋର କମିଟି ରେ, ଆଉ କିଛି ନୂତନ ସଦସ୍ୟ ମାନଙ୍କୁ ଯୋଡ଼ା ଯାଇଥିଲା । ଶ୍ରୀ ଶରତ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ କୋର କମିଟି ବସି କାର୍ଯ୍ୟ କର୍ତ୍ତା ନିର୍ବାଚନ ହେବାକୁ ସ୍ଥିର କରାଗଲା। ଡକ୍ଟର ସୁବୋଧ କୁମାର ରାଉତରାୟ ଓ ଶ୍ରୀ ବସନ୍ତ କୁମାର ପଢ଼ିଆରୀ ଙ୍କୁ ରାଜ୍ୟ କମିଟିରେ ଉପଦେଷ୍ଟା ଭାବେ ନେବାକୁ ଘୋଷଣା କରାଯାଇଥିଲା। ଏମାନଙ୍କ ବ୍ୟତୀତ ଆମ ସଂଗଠନ ର ବରିଷ୍ଟ ସଦସ୍ୟ ଶ୍ରୀ ସୁଶୀଲ ପାଲ,ଶ୍ରୀମତୀ ମିନତି ପାଲ୍, ଶ୍ରୀମତୀ ଶୋଭାରାଣୀ ମିଶ୍ର, ଶ୍ରୀ ହଳଧର ରାୟ,ଶ୍ରୀ ପବିତ୍ର ମୋହନ ମହାନ୍ତି,ଶ୍ରୀ ଶତ୍ରୁଘ୍ନ ଓଝା,ଶ୍ରୀ ଶରତ ଚନ୍ଦ୍ର ଶତପଥି,ଶ୍ରୀ ଅଭିରାମ ପାତ୍ର,ଶ୍ରୀ ଆଶିଷ କୁମାର ଦାସ,ଶ୍ରୀ ପ୍ରସନ୍ନ କୁମାର ନାୟକ,ଶ୍ରୀ ତ୍ରିନାଥ ପ୍ରଧାନ,ଶ୍ରୀ ପ୍ରବୋଧ କୁମାର ମିଶ୍ର,ଶ୍ରୀ ସୁବ୍ରତ ନାୟକ,ଶ୍ରୀ କୃଷ୍ଣ ଚନ୍ଦ୍ର ଦାଶ, ଶ୍ରୀ ସୁଦର୍ଶନ ମହାରଣା,ଶ୍ରୀ ଦେବବ୍ରତ ମହାନ୍ତି,ଶ୍ରୀ ବୈଷ୍ଣବ ଚରଣ ମହାନ୍ତି,ଶ୍ରୀ ଅର୍ଜ୍ଜୁନ ଚରଣ ସାମଲ,ଶ୍ରୀ ପ୍ରଦୀପ୍ତ ଦାଶ,ଶ୍ରୀ ତରୁଣ ପୃଷ୍ଟି,ଶ୍ରୀମତୀ ସୁଭଦ୍ରା ସାହୁ,ଶ୍ରୀ ଆଶିଷ ରଂଜନ ମହାନ୍ତି,ଶ୍ରୀ ରଞ୍ଜିତ ବର୍ମା, ଶ୍ରୀ ଅଶୋକ କୁମାର ସାହୁ,ଶ୍ରୀ ମନୋରଞ୍ଜନ ମହାନ୍ତି,ଶ୍ରୀ ଜୟକୃଷ୍ଣ ପଣ୍ଡା,ଶ୍ରୀ ଗିରିଶ କୁମାର ମିଶ୍ର,ଶ୍ରୀ ଅଲେଖ ଚନ୍ଦ୍ର ମହାନ୍ତି,ଶ୍ରୀ ଦିଲ୍ଲୀପ କୁମାର ସାହୁ,ଶ୍ରୀ ରୋହିତ କୁମାର ନାୟକ,ଶ୍ରୀ ଜୟରାମ ବେହେରା,ଶ୍ରୀ ଘନଶ୍ୟାମ ବେହେରା,ଶ୍ରୀ ଭଗଵାନ ରଥ,ପ୍ରଭୃତି ଯୋଗ ଦେଇଥିଲେ ଶେଷରେ ନୟାଗଡ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ବିକ୍ରମ ପଟନାୟକ ସଭରେ ପହଂଚିବା ରୁ ତାଙ୍କୁ ନୟାଗଡ ଜିଲ୍ଲା ସଭାପତି ଭାବେ ଦାଇତ୍ୱ ଦିଆଯାଇଥିଲା ଓ ଦଶହରା ପରେ ସେ ନୟାଗଡ ରେ ଏକ ବୈଠକ କରିବାର ପ୍ରତିଶୃତି ଦେଇଥିଲେ ଶେଷରେ ସଭାପତି ଙ୍କ ଦ୍ୱାରା ସଭା ସାଙ୍ଗ ଘୋଷଣା କରାଯାଇଥିଲା
