ପାରଳାଖେମୁଣ୍ଡି, ୧୧/୯ () : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟରେ ବିଧାନସଭା ଗୃହ କମିଟି (ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନଶକ୍ତି ଷ୍ଟାଣ୍ଡିଂ କମିଟି) ପକ୍ଷରୁ ଭୂବନେଶ୍ୱର ବିଧାନସୌଧ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପାରଳାଖେମୁଣ୍ଡି ଯୁବ ବିଧାୟକ ଇଂ ରୂପେଷ କୁମାର ପାଣିଗ୍ରାହୀ ଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଏଥିରେ ଯୋଗଦେଇ ସ୍ବର୍ଗତ ଢୋଲକିଆ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପାର୍ଥନା କରିଥିଲେ । ଅମକ ଅମକ ବ୍ଯକ୍ତି ବିଶେଷ ଏଥିରେ ଯୋଗଦେଇ ଥିଲେ । ଶ୍ରୀ ଢୋଲକିଆ ଜଣେ ବିଧାୟକ ସହ ଜଣେ ସମାଜସେବୀ ଓ ପର ଉପକାରୀ ଲୋକ
