ପିତା :ଶ୍ରୀ ରବିନ୍ଦ୍ର ନାଥ ଶତପଥୀ
ଗ୍ରାମ: ଆଙ୍ଗେଇପାଳ, କରଦା,ଧାମନଗର, ଭଦ୍ରକ
ଆବିର୍ଭାବ -୦୮/୦୪/୨୦୦୩
ତିରୋଧାନ -୧୯/୦୯/୨୦୨୫
ତୁମର ସରଳ ହସ ଏବଂ ସ୍ନେହପୂର୍ଣ୍ଣ ସ୍ୱଭାବ ଆମ ପରିବାର ଏବଂ ତୁମକୁ ଜାଣିଥିବା ସମସ୍ତଙ୍କୁ ଆନନ୍ଦ ଦେଇଥିଲା, ଯଦିଓ ତୁମର ଜୀବନ ସଂକ୍ଷିପ୍ତ ଥିଲା, ତୁମର ସ୍ମୃତି ଆମ ହୃଦୟରେ ଚିରକାଳ ରହିବ।
ତୁମର ପବିତ୍ର ଆତ୍ମା ଶାନ୍ତିରେ ବିରାଜିତ ହେଉ, ଇଶ୍ୱରଙ୍କୁ ଏତିକି ପ୍ରାର୍ଥନା
ତୁମର ଅବର୍ତ୍ତମାନରେ ଆମେ ସମସ୍ତେ ବ୍ୟଥିତ ଓ ତୁମ ସ୍ମୃତିକୁ ଚିରକାଳ ମନେପକାଇବୁ
ପିତା, ମାତା, ଭଉଣୀ, ପରିବାର ଏବଂ ସମ୍ପର୍କୀୟ
