ଭୁବନେଶ୍ବର ଆଜି 14 . 10.2025.ରେ ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ତନିଶ୍କ ଗହଣା ବ୍ୟବସାୟ ସଂସ୍ଥା ତରଫରୁ ଗ୍ରାହକ ମାନଙ୍କୁ ଅଧିକ ଆକର୍ଷଣୀୟ ରିହାତି ସହ ସୁନା ଗହଣା ଅଦଳ ବଦଳ କରିବା ପାଇଁ ବହୁ ବ୍ୟବସ୍ଥା ଉପରେ ସୂଚନା ପ୍ରଦାନ ଏକ ସାମ୍ୱାଦିକ ସମ୍ମିଳନୀରେ କରିଥିଲା। ତନିଶ୍କ୍ ର ଓଡ଼ିଶା ସର୍କଲ ମ୍ୟାନେଜର ଅରିନ୍ଦମ ପ୍ରାମାଣିକ କହିଥିଲେ ଯେ ତନିସ୍କ କେବଳ ଏକ ସମୃଦ୍ଧିର ପ୍ରତୀକ ନୁହେଁ ବରଂ ଭବିଷ୍ୟତ ପିଢ଼ି ପାଇଁ ବିଶ୍ଵାସର ଐତିହ୍ୟ। ବର୍ତ୍ତମାନ ଚାଲିଥିବା ପାର୍ବଣ ଋତୁରେ ଗ୍ରାହକ ମାନଙ୍କୁ ସେମାନଙ୍କର ସୁନାର ପ୍ରକୁତ ମୂଲ୍ୟ ପୁନଃ ଆବିଷ୍କାର କରିବାରେ ସାହାଯ୍ୟ କରୀବା ଏବଂ ନୂତନ କିଛିରେ ପରିଣତ କରିବା। ଟାଟା ଗ୍ରୁପର ଭାରତର ସବୁଠାରୁ ପ୍ରିୟ ଅଳଙ୍କାର ବ୍ରାଣ୍ଡ ତନିସ୍କ ଉତ୍କୃଷ୍ଟ କାରିଗରୀ, ସ୍ଵତନ୍ତ୍ର ଡିଜାଇନ୍ ଏବଂ ଗ୍ୟାରେଣ୍ଟି ସହ ଗୁଣବତ୍ତା ପ୍ରଦାନ କରିଆସିଛି। ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ତନିସ୍କ ର ବିଶେଷ ପାର୍ବଣ ଅଫର୍ ବିଷୟରେ ପ୍ରକାଶ କରିଥିଲେ ଯେ ଗ୍ରାହକ ମାନେ ସୁନା ଅଳଙ୍କାର ଉପରେ ପ୍ରତି ଗ୍ରାମ 450 ଟଙ୍କା ପର୍ୟନ୍ତ୍ ରିହାତି ପାଇବା ସହ ସମସ୍ତ କାରାଟେଜରେ ସୁନା ବିନିମୟରେ 9କେଟି ପର୍ଯ୍ୟନ୍ତ ଯେ 4କୌଣସି ଜୁଏଲାରୀ ଠାରୁ 0 ପ୍ରତିଶତ ରିହାତି ପାଇବେ। ଆକର୍ଷଣୀୟ ଅଫର୍ ସହ ସମସ୍ତ ଷ୍ଟୋର ମାନଙ୍କରେ ଚମତ୍କାର ସୁନା, ଚମତ୍କାର ହୀରା ଏବଂ ଜଟିଳ କୁଣ୍ଡନ, ପୋଲିଖଣ୍ଡ ସମେତ ପ୍ରତୀକାତ୍ମକ ଡିଜାଇନର ବ୍ୟାପକ ସଂଗ୍ରହ ରହିଛି। ବିଭିନ୍ନ ବ୍ରାଣ୍ଡ ଯଥା ମୃଗଙ୍କ, ବଦ୍ରୁମ୍, ଚଣ୍ଡକ, ରାସ ରଭା, ଜଳିଲେରିଂ,ଭଳି ଉନ୍ନତ କୌଶଳ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଏନାମେଲ ଡିଟେଲିଂ ଏବଂ 3ଡି ମୋଟିଫ ର ସାରସ୍ଵତ ମିଶ୍ରଣ ରହିଛି। ବିଶେଷ କରି ମହିଳା ମାନଙ୍କର ଫ୍ୟାସନ ପସନ୍ଦ ସହିତ ସମନ୍ନୟ ରଖିବା ପାଇଁ ରିଭା ବ୍ରାଣ୍ଡର ଅଳଙ୍କାର ଖଣ୍ଡ ମଧ୍ୟ ରହିଛି।
ରିପୋର୍ଟ ଦେବ ପ୍ରସାଦ ମହାନ୍ତି
