ଭୁବନେଶ୍ୱର –ଆଜି ଭୁବନେଶ୍ୱର ରେ ଥିବା ଗୀତ ଗୋବିନ୍ଦ ସଦନ ରେ ହିନ୍ଦୁ ରାଷ୍ଟ୍ର ମହାଧିବେଶନ ର ଗଠନ କରିବା ଲକ୍ଷ୍ୟ ରେ ଗୋବର୍ଦ୍ଧନ ମଠ ପୁରୀ ପିଠା ଧିଶ୍ଵର ଶ୍ରୀମଦ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳା ନନ୍ଦ ସରସ୍ବତୀ ମହାରାଜ ଙ୍କ” ଦିବ୍ୟ ସନ୍ଦେଶ “,, ଆସନ୍ତା 25/26 october ରେ ଶୈଳଶ୍ରୀ ବିହାର ଏକ ବିଶାଳ ମହାଧିବେସନ ଅନୁଷ୍ଠିତ ହେବ,
ଏଥିରେ ବହୁ ମୁନି ରୁଷି ଆଉ ନେତା ରାଜନେତା ମାନେ ଯୋଗ ଦେବେ, ଭାରତ କୁ ହିନ୍ଦୁ ରାଷ୍ଟ୍ର ଗଠନ ଏହି ମହାଧିବେଶନ ର ମୂଳ ଲକ୍ଷ୍ୟ ବୋଲି ମୁଖପାତ୍ର ପଣ୍ଡିତ ମାତୃପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି
ଭୁବନେଶ୍ୱର ରୁ ସ୍ବର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ
ପର୍ଯ୍ୟବେକ୍ଷକ ଓଡିଶା
