ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ବିମାନବନ୍ଦରରୁ ସିଧାସଳଖ ଭୁବନେଶ୍ୱରରେ ଥିବା ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବେ ଅକ୍ଷୟ । ପରେ କଟକର cda ରେ ଥିବା ଏକ ଘରୋଇ କାର୍ଯ୍ୟକ୍ରମରେ ମଧ୍ୟ ଯିବାର ପ୍ଲାନ ରହିଛି । ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବଳୟ ଭିତରେ ସ୍ୱତନ୍ତ୍ର କାର୍କେଟ ମାଧ୍ୟମରେ ଭୁବନେଶ୍ୱରରୁ କଟକ ଯିବେ ଖିଲାଡୀ କୁମାର ।
