ଉତ୍ତର ପୂର୍ବ ରେଳୱେର ପ୍ରଧାନ ମୁଖ୍ୟ ପରିଚାଳନା ପ୍ରବନ୍ଧକ (Principal Chief Operations Manager) ଶ୍ରୀ ଅନୁପ କୁମାର ସତପଥୀ, IRTS, ଦକ୍ଷିଣ ପୂର୍ବ ମଧ୍ୟ ରେଳୱେର ପ୍ରଧାନ ମୁଖ୍ୟ ସୁରକ୍ଷା ଅଧିକାରୀ (Principal Chief Safety Officer) ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ ବିଲାସପୁରରେ ବରିଷ୍ଠ ରେଳୱେ ଅଧିକାରୀମାନଙ୍କ ଦ୍ୱାରା ଉତ୍ସାହଭରା ଭବ୍ୟ ସ୍ୱାଗତ ପାଇଥିବା ଦୃଶ୍ୟ।
