ନୂଆଦିଲ୍ଲୀ: ବ୍ୟାଙ୍କ ବନ୍ଦ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୨୭ ତାରିଖରେ ସାରା ଦେଶରେ ବନ୍ଦ ରହିପାରେ ସମସ୍ତ ବ୍ୟାଙ୍କ୍ । ଯଦି ଆପଣଙ୍କର କୌଣସି ଜରୁରୀ ବ୍ୟାଙ୍କ କାର୍ଯ୍ୟ ବାକି ରହିଯାଇଛି ତେବେ ତୁରନ୍ତ ସମାପ୍ତ କରିନିଅନ୍ତୁ । ନଚେତ୍ ସମସ୍ୟା ଭୋଗିପାରନ୍ତି ।ନୂଆଦିଲ୍ଲୀ: ବ୍ୟାଙ୍କ ବନ୍ଦ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୨୭ ତାରିଖରେ ସାରା ଦେଶରେ ବନ୍ଦ ରହିପାରେ ସମସ୍ତ ବ୍ୟାଙ୍କ୍ । ଯଦି ଆପଣଙ୍କର କୌଣସି ଜରୁରୀ ବ୍ୟାଙ୍କ କାର୍ଯ୍ୟ ବାକି ରହିଯାଇଛି ତେବେ ତୁରନ୍ତ ସମାପ୍ତ କରିନିଅନ୍ତୁ । ନଚେତ୍ ସମସ୍ୟା ଭୋଗିପାରନ୍ତି ।
