ବ୍ୟାଙ୍କରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ୩ ଫେବୃଆରୀ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ରଖାଯାଇଥିଲା । କିନ୍ତୁ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୩୫୦ଟି SO ପଦବୀ ପାଇଁ ନିଯୁକ୍ତି ପଞ୍ଜୀକରଣର ଶେଷ ତାରିଖକୁ ବୃଦ୍ଧି କରିଛି । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ୍ ମାଧ୍ୟମରେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ ।
No WhatsApp Number Found!
WhatsApp us
