ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ସିଙ୍ଗାପୁରକୁ ବିମାନ ସେବା ବାତିଲ । ଇରାନ ଓ ଆମେରିକା ଯୁଦ୍ଧ ପ୍ରଭାବ ପାଇଁ ପୂର୍ବରୁ ଭୁବନେଶ୍ୱରରୁ ଦୁବାଇକୁ ଫ୍ଲାଇଟ ବାତିଲ କରାଯାଇଥିଲା । ଆଜି ସିଙ୍ଗାପୁରକୁ ବିମାନ ସେବା ବାତିଲ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ।
No WhatsApp Number Found!
WhatsApp us
