କାକଟପୁର: କୁହୁଡ଼ି ଯୋଗୁ ପରିବା ଚାଷ କ୍ଷତିଗ୍ରସ୍ତ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ବେଗୁନିଆବସ୍ତା ଗାଁରେ ବିଭିନ୍ନ ପନିପରିବା ନଷ୍ଟ ହେବା ଆରମ୍ଭ ହେଲାଣି । ବାଇଗଣ, କୋବି, ବିନ୍ସ ଆଦି ପରିବାରେ ପୋକ ଲାଗି ନଷ୍ଟ ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।
ରାଜ୍ୟ
ତାଳଚେର: ବାୟୁ ପ୍ରଦୂଷଣକୁ ନେଇ ସାରା ଦେଶ ଚିନ୍ତାରେ ଥିବାବେଳେ ଏବେ ଆସିଛି ଆଉ ଏକ ବଡ଼ ଖବର । ୩୩୨ ଏକ୍ୟୁଆଇ...
ଭୁବନେଶ୍ୱର : ପାର୍କ କଡ଼ରୁ ଧରାପଡ଼ିଲା ୨୭ଲକ୍ଷର ବ୍ରାଉନସୁଗାର । ଫରେଷ୍ଟ ପାର୍କ ନିକଟରୁ ତିନି ଜଣଙ୍କୁ ଗିରଫ କଲା ଭୁବନେଶ୍ୱର ଅବକାରୀ ଟିମ୍...
ଭୁବନେଶ୍ୱର (ପି ଏନ):ଓଡ଼ିଶା ରାଜ୍ୟର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ ଦୃଢ଼ ପଦକ୍ଷେପ ନେଇଛନ୍ତି ନବନିଯୁକ୍ତ ଅତିରିକ୍ତ ମୁଖ୍ୟ...
କଳାହାଣ୍ଡି: ଭିଜିଲାନ୍ସ ଜାଲରେ ଆଉ ଜଣେ ଜଙ୍ଗଲ ବାବୁ । ଦକ୍ଷିଣ ବନଖଣ୍ଡ ଥୁଆମୁଳ ରାମପୁର ପୂର୍ବତନ ଫରେଷ୍ଟର ଜୟ କୁମାର ଯୁଆଡ ଗିରଫ...
ଭୁବନେଶ୍ୱର: ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ଆନୁକୁଲ୍ୟରେ ଦିବ୍ୟାଶିଷ ଦିବସ ପାଳନ ଉପଲକ୍ଷେ ଦୁଇ ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ...
ଭୁବନେଶ୍ୱର: ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ, ବସନ୍ତପୁର ଆନୁକୁଲ୍ୟରେ ଦିବ୍ୟାଶିଷ ଦିବସ ପାଳନ ଉପଲକ୍ଷେ ଦୁଇ ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ...
ଭୁବନେଶ୍ବର: ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ୍ ଷ୍ଟିକର । ଏନେଇ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସୂଚନା । ବୈଧ ପ୍ରଦୂଷଣ...
ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମାର୍ଚ୍ଚ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (OPCC)...
ଭୁବନେଶ୍ୱର : ନୂଆବର୍ଷରେ ନିକୋ ପାର୍କର ହେବ ନବକଳେବର । 3 ଟି ପର୍ଯ୍ୟାୟରେ ଖର୍ଚ୍ଚ ହେବ 6 ଶହ କୋଟି ରୁ...
