ପବିତ୍ର ଗୁରୁଦିବସ ଅବସରରେ ରେଡ଼ି କ୍ରସ ଭବନ ଠାରେ ରାଜ୍ୟ ସ୍ଥରିୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l

ଆଲୋଚନା ର ବିଷୟ ବସ୍ତୁ ଶିକ୍ଷକ ମାନେ ବିଦ୍ୟାଥୀ ମାନଙ୍କର ମାର୍ଗ ଦର୍ଶକ l ଏହି ଆଲୋଚନା ଚକ୍ର କୁ ଡ଼. ସୁଶାନ୍ତ ଦାସ ସଭାପତିତ୍ୱ କରିଥିବା ବେଳେ l ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅତିରିକ୍ତ ପୋଲିସ ମହାନେର୍ଦେଶକ ଶ୍ରୀଯୁକ୍ତ ଗୋପବନ୍ଧୁ ମଲ୍ଲୀକ, ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ଏବଂ ପୂର୍ବତନ ବିଧାୟକl ଶ୍ରୀମତୀ ସିପ୍ରା ମଲ୍ଲିକ ଏବଂ ପ୍ରଯ୍ୟବ୍ୟକ୍ଷକ ସମ୍ପାଦକ ଶ୍ରୀଯୁକ୍ତ ପବିତ୍ର ମୋହନା ସାମନ୍ତରାୟ ଏବଂ ପୂର୍ବତନ Air India ପାଇଲଟ ଶ୍ରୀଯୁକ୍ତ ମନ୍ମଥ କୁମାର ରାଉତରାୟ ଏତ ତ ବ୍ୟତୀତ ପକୀରମୋହନ ବିଶ୍ୱବିଦ୍ୟାଳୟ ର ପୂର୍ବତନ Vice Chancellor ଡ଼. କୁମାର ବର ଦାସ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ପୂର୍ବତନ ଅଧ୍ୟାପକ ଡ଼. ନିରଞ୍ଜନ ବାରିକ ଉପସ୍ଥିତ ରହି ଏହି ଆଲୋଚନା ଚକ୍ର କୁ ଆଗକୁ ନେଇଥିଲେ l
ଏହି ଆଲୋଚନା ଚକ୍ରରେ ରାଜ୍ୟ ର ବିଶିଷ୍ଟ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l ଏବଂ ଶେଷ ଭାଗରେ ସଭା ମଧ୍ୟ୍ୟରେ ବକତୁତl ରଖିଥିବା ପ୍ରଥମ, ଦ୍ୱିତୀୟ, ଏବଂ ତୃତୀୟ, ହୋଇଥିବା ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏବଂ ବିଦ୍ୟାଳୟ ସ୍ଥରୀୟ କାର୍ଯ୍ୟକ୍ରମ ପ୍ରତିଦୋନ୍ଦୀତl ରେ ଭାଗ ନେଇଥିବା ସମସ୍ତ ପ୍ରାଥୀ ମାନଙ୍କୁ ପୁରସ୍କୃତ କରାଯାଇଇଥିଲା l ଏହି ପରିପେକ୍ଷୀ ରେ ସୁଜାତା ସାହୁ, ଦୀନବନ୍ଧୁ ଦାସ, rosalin sundaray..bisnu mohan das ମହାପାତ୍ର, ରାନୁ ବେହେରା, sabitatripathy..sites Mohapatra ଏବଂ ଅନ୍ୟାନ ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା l
