ଭୁବନେଶ୍ୱର, ଓଡ଼ିଶା – ସେପ୍ଟେମ୍ବର ୧୨, ୨୦୨୫ – ଭୁବନେଶ୍ୱର ଉନ୍ନୟନ ପରିଷଦ ପ୍ରସ୍ତାବିତ ରାଜଧାନୀ ପୁନଃବିକାଶ ପ୍ରକଳ୍ପ ବିରୋଧରେ ଦୃଢ଼ ଆପତ୍ତି...
orisoftpl@gmail.com
ହିନ୍ଦୁ ଏକତା ମଞ୍ଚ ଭାରତ ର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ଜେନା ଏକ ପ୍ରେସ ବାର୍ତ୍ତା ଜରିଆରେ ପ୍ରକାଶ କରିଛନ୍ତି...
ବାଲିଗୁଡା, ତା, ୧୮/୦୯ : କନ୍ଧମାଳ ଜିଲା ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟିରେ ୧୬ ତାରିଖ ମଙ୍ଗଳବାର...
ବିଶ୍ୱର ସର୍ବବୃହତ ରକ୍ତଦାତା ସଂଗଠନ , ଅଖିଳ ଭାରତୀୟ ତେରାପନ୍ଥ ଯୁବକ ପରିଷଦ, ଏହାର 61ତମ ପ୍ରତିଷ୍ଠା ଦିବସ ଏବଂ ଆମର ପ୍ରଖ୍ୟାତ...
•ଆସନ୍ତା ମଙ୍ଗଳବାର ଓଡିଶା ପାଳି•ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ପ୍ରତି ଅନ୍ୟାୟ ସହ୍ୟ ନୁହେଁ : ସୁପ୍ରିମ କୋର୍ଟ ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୫:ସାଧାରଣ ବିଦ୍ୟାଳୟରେ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା – ଧର୍ମେନ୍ଦ୍ର ପ୍ରଧାନବିଭିନ୍ନ ସରକାରୀ ଯୋଜନାର ପ୍ରାୟ ୧୧୪୧ ଜଣ ଲାଭାର୍ଥୀଙ୍କୁ ସହାୟତା...
‘ସେବା ପକ୍ଷ’ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବ – ଧର୍ମେନ୍ଦ୍ର ପ୍ରଧାନସମ୍ବଲପୁର ସୈନିକ ସ୍କୁଲ ପରିସରରେ ଗଛ ଲଗାଇଲେ କେନ୍ଦ୍ରମନ୍ତ୍ରୀ• ବିଜେପି ଯୁବ...
ଭବାନୀପାଟଣା : ତା: ୧୭/୦୯/୨୫ଭାରତୀୟ ମଜଦୁର ସଂଘ ୧୭ ସେପ୍ଟେମ୍ବର ଭଗବାନ ବିଶ୍ଵକର୍ମା ଜୟନ୍ତୀ କୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ସାରା...
ନୂଆଦିଲ୍ଲୀ:ଭାରତ ୨୪ ଏବଂ ୨୫ ସେପ୍ଟେମ୍ବରରେ ବଙ୍ଗୋପସାଗରରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି। ଏହି ପରୀକ୍ଷଣ ଅବଦୁଲ କଲାମ ଦ୍ୱୀପରୁ କରାଯିବ। ଏଥିପାଇଁ...
ରାଉରକେଲା: ମଙ୍ଗଳବାରଠାରୁ ଚତୁର୍ଥ ରାଜ୍ୟ କନିଷ୍ଠ ବାଳକ ହକି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ପର୍ଯ୍ୟୟରେ ୫ଟି କ୍ବାଲିଫାୟର୍ ମ୍ୟାଚ୍ ଖେଳାଯାଇଥିଲା।...
