ହିନ୍ଦୁ ଏକତା ମଞ୍ଚ ଭାରତ କଟକ ଜିଲ୍ଲା ସଂଗଠନ ଆନୁକୂଲ୍ୟରେ କଟକ ଜିଲ୍ଲା ର ସଭାପତି ଡକ୍ଟର ପଦ୍ମଲୋଚନ ନାୟକ ଙ୍କ ମାର୍ଗଦର୍ଶନ ରେ କଟକ ମଣିସାହୁ ଛକ ନିକଟରେ ଏକ ସମ୍ବର୍ଦ୍ଧନା ମଞ୍ଚ ତିଆରି କରାଯାଇ ସେହି ରାସ୍ତା ଦେଇ ଭସାଣି ଉପଲକ୍ଷ ଯାଉଥିବା ମା ଦୁର୍ଗା ଓ ଶିବ ପାର୍ବତୀ ଙ୍କ ମୃଣ୍ମୟ ପ୍ରତିମା ଗୁଡିକ ନିକଟରେ ପୁଷ୍ପ ମାଲ୍ୟ ଓ ଭୋଗ ଲାଗି ହେବା ସହିତ ପ୍ରତ୍ୟେକ ପୂଜା କମିଟିର ସମ୍ପାଦକ ଓ ସଭାପତି ଙ୍କୁ ମଞ୍ଚ କୁ ନିମନ୍ତ୍ରଣ କରାଯାଇ ଉତ୍ତରୀୟ ପ୍ରଦାନ ପୂର୍ବକ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ମଞ୍ଚରେ ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ୍ତ କୁମାର ଜେନା ସମ୍ପାଦକ ସୁରେନ୍ଦ୍ର ମହାନ୍ତି ଉପ ସଭାପତି ଚନ୍ଦ୍ରକାନ୍ତ ନାୟକ ଯୁଗ୍ମ ସମ୍ପାଦକ ଡକ୍ଟର ପ୍ରଭାତ ସାହୁ କଟକ ଜିଲ୍ଲା ର ଉପ ସଭାପତି ପ୍ରଦୀପ୍ତ ଆଚାର୍ଯ୍ୟ ସଂଗଠନ ସମ୍ପାଦକ ମାନସ କୁମାର ସିଂହ ଉପ ସଭାପତି ରବି ନାରାୟଣ ଦାଶ, ମୁଖ୍ୟ ଉପଦେଷ୍ଟା ବୀରେନ୍ଦ୍ର କୁମାର ସାହୁ ପ୍ରାଣକୃଷ୍ଣ ଜେନା କୋଷାଧ୍ୟକ ସନ୍ତୋଷ କୁମାର ସାହୁ ବରିଷ୍ଟ ସଦସ୍ୟ ସୁଶୀଲ ପାଲ, ବ୍ରଜକିଶୋର ଜେନା ମନୋରଞ୍ଜନ ମହାନ୍ତି ଶଶିକାନ୍ତ ତିୱାରୀ ସୃଷ୍ଟିଧର ନାୟକ ସଂଯୋଜିକା ରୋଜାଲିନି ବସ୍ତିଆ ଶରତ ଚନ୍ଦ୍ର ସ୍ୱାଇଁ ଉପଦେଷ୍ଟା ରବୀନ୍ଦ୍ର ମହାପାତ୍ର, ଶ୍ରବଣ କୁମାର ରାଉଳ ଅଶୋକ କୁମାର ବାରିକ ଅଶୋକ କୁମାର ଆଗ୍ରୱାଲ,ନକୁଳ ଚରଣ ଲେଙ୍କା ଧୀରେନ୍ଦ୍ର ନାୟକ ନିତିନ ନାୟକ ଧନୁର୍ଜୟ ସ୍ୱାଇଁ ପ୍ରଶାନ୍ତ କୁମାର ସାହୁ ମିନତୀ ପାଲ ଚନ୍ଦ୍ରଶେଖର ପଣ୍ଡା ପ୍ରଭୃତି ମଞ୍ଚ ରେ ଉପସ୍ଥିତ ରହି ସମ୍ବର୍ଦ୍ଧନା କାର୍ଯ୍ୟ ରେ ସହଯୋଗ କରିଥିଲେ.। ସଂଗଠନ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ରାଜକୁମାର ଖେମେଟା ଓ ମଙ୍ଗଳ ଚରଣ ପାଣ୍ଡେ ସଂଗଠନ ରେ ଯୋଗ ଦେଇଥିଲେ.। କଟକ ଜିଲ୍ଲା ର ସଂଗଠନ ସମ୍ପାଦକ ମାନସ କୁମାର ସିଂହ ସେମାନଙ୍କୁ ସ୍ୱାଗତ କରିଥିଲେ।. ସଂଗଠନ ର ସମସ୍ତ ସଦସ୍ୟ ମଣିସାହୁ ଛକ ପୂଜା କମିଟିର ସମ୍ପାଦକ ସଭାପତି ଓ ସମସ୍ତ କାର୍ଯ୍ୟକର୍ତ୍ତ ଙ୍କୁ ସେମାନଙ୍କର ଅକୁଣ୍ଠ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ.।
