ଭୁବନେଶ୍ୱର, ୧୨ ମାର୍ଚ୍ଚ (l):ହିନ୍ଦୁ ଏକତା ମଞ୍ଚ (HEM) ପକ୍ଷରୁ ଗୁରୁବାର ଭୁବନେଶ୍ୱରର ଜୟଦେବ ଭବନ ରେ ପ୍ରଥମ ବାର୍ଷିକୋତ୍ସବ ଉତ୍ସବମୁଖର ପରିବେଶରେ...
ରାଜ୍ୟ
ଦେହରାଦୁନ, ମାର୍ଚ୍ଚ ୧୧:ଉଡିଶାର ସାମ୍ବାଦିକମାନଙ୍କ ଏକ ପ୍ରତିନିଧିମଣ୍ଡଳ ମଙ୍ଗଳବାର ଉତ୍ତରାଖଣ୍ଡରେ ଚାରିଦିନିଆ ମିଡିଆ ଦୌରାରେ ପହଞ୍ଚିଛନ୍ତି। ଭାରତ ସରକାରର ସୂଚନା ଓ ପ୍ରସାରଣ...
କନ୍ଧମାଳ : ମାଓବାଦୀଙ୍କ ଆତ୍ମସମର୍ପଣ । କନ୍ଧମାଳ ପୋଲିସ୍ ନିକଟରେ ଆତ୍ମମର୍ପଣ କଲେ ୧୦ ମାଓବାଦୀ । ଫୁଲବାଣୀ ସ୍ଥିତ ପୋଲିସ୍ ରିଜର୍ଭ ପଡିଆ...
କେନ୍ଦ୍ରାପଡା : ଜମିବାଡ଼ି ଭାଗବଣ୍ଟାକୁ ନେଇ ହଣାମରା। ଧାରୁଆ ଅସ୍ତ୍ରରେ ଦାଦାକୁ ହାଣିଦେଲା ପୁତୁରା । କେନ୍ଦ୍ରପଡା ନିକିରାଇ ଥାନା ଅନ୍ତର୍ଗତ ଘାଗରାଡିଆ ଗାଁର...
ରେଢାଖୋଲ: ଜଳୁଛି ଜଙ୍ଗଲ। ରେଢାଖୋଲ ବନଖଣ୍ଡର ବିଭିନ୍ନ ରେଞ୍ଜର ଜଙ୍ଗଲରେ ଲାଗିଛି ନିଆଁ । ହୁ ହୁ ହୋଇ ଜଳୁଛି ଜଙ୍ଗଲ । କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଯୋଗୁ ବହୁ ମୂଲ୍ୟବାନ ଗଛ ପୋଡି ପାଉଁଶ ହୋଇଯାଇଛି । ଜୀବଜନ୍ତୁ ମଧ୍ଯ ଅକାରଣେ ମୃତ୍ଯୁବରଣ କରୁଛନ୍ତି । ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର,ଚାରମାଳ,ବଡମାଳରେଞ୍ଜ,ନାକଟିଦେଉଳ, ବଡବାହାଳ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଲାଗିଛି ନିଆଁ । ପ୍ରକୋପ ଏତେ ଜୋରରେ ଥିଲା ଯେ ବନବିଭାଗ ଆୟତ୍ତ କରିବାକୁ ନାକେଦମ ହୋଇପଡିଥିଲା । ଖରାଦିନ ଆସିନଥିବାବେଳେ ଏବେଠୁ ଜଙ୍ଗଲ ନିଆଁ ଚିନ୍ତାର କାରଣ ପାଲଟିଛି । ଗତକାଲି ସେହିଭଳି, ଗ୍ରୀଷ୍ମ ଋତୁ ଆରମ୍ଭ ନହେଉଣୁ ଡରାଇଲାଣି ଜଙ୍ଗଲ ନିଆଁ...
ଭୁବନେଶ୍ୱର : ସରକାରୀ ଚାକିରି ଦେବା ଆଳରେ ଠକାମୀ । ରାଜଧାନୀରୁ ସୁପର ଠକକୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଠକ ବୁଲୁ...
ଭୁବନେଶ୍ୱର : ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ, କିନ୍ତୁ ଫେରିଛି ମାତ୍ର ୭ କୋଟି ଟଙ୍କା l...
ଭୁବନେଶ୍ୱର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ହସ୍ତତନ୍ତର ବାଣିଜି୍ୟକ କାରବାର ପାଇଁ ଉତ୍ସର୍ଗୀକୃତ ଡିଜିଟାଲ େୱବ୍ସାଇଟ୍ ‘ଆର୍ଟସ୍ ଅଫ୍ ଉଇଭିଂ’ (AoW)ର...
ନୂଆଦିଲ୍ଲୀ ତା ୦୮.୦୩ରିଖ ; ୱାର୍ଲଡ ଓଡ଼ିଶା ସୋସାଇଟି (ୱାଓସୋ) ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସକୁ ‘ଶକ୍ତି ଉତ୍ସବ’ ନାମରେ ନୂଆଦିଲ୍ଲୀଠାରେ ପାଳନ...
ଭୁବନେଶ୍ବର , ଆଜି ବିଧାନସଭା ସମ୍ମୁଖରେ ଲୋୟର ପିଏମଜି ରେ ଏସଟି,ଏସସି, ଟିଜିଟି ଶିକ୍ଷକ ଆଶାୟୀ ସଂଘର 2798 ବ୍ୟାକ ଲଗ୍ ପଦବୀ...
