ସଂଗଠନ ର ସମ୍ପାଦକ ରାଜେନ୍ଦ୍ର ମହାପାତ୍ର, ଉପସଭାପତି ପ୍ରଦୀପ୍ତ ଆଚାର୍ଯ୍ୟ ମୁଖ୍ୟ ଉପଦେଷ୍ଟା ଡକ୍ଟର ପଦ୍ମଲୋଚନ ନାୟକ, କୋଷାଧ୍ୟକ ସନ୍ତୋଷ କୁମାର ସାହୁ ରାଜ୍ୟ ଯୁଗ୍ମ ସମ୍ପାଦକ ଡାକ୍ତର ପ୍ରଭାତ ସାହୁ ସମେତ ସଂଗଠନ ର ଆଗୁଆ ଓ ବରିଷ୍ଟ ସଦସ୍ୟ ଦୀପକ ମହାନ୍ତ ସତ୍ୟବ୍ରତ ପାଢ଼ୀ ମୁର୍ତ୍ୟୁଞ୍ଜୟ ପାତ୍ର, ପ୍ରଣାକୃଷ୍ଣ ଜେନା ପ୍ରିୟବ୍ରତ ପଶାୟତ ପ୍ରଶାନ୍ତ କୁମାର ସାହୁ ସୁବ୍ରତ ମିଶ୍ର ଅଶୋକ ବାରିକ ବ୍ରଜକିଶୋର ଜେନା ପ୍ରଭୃତି କାର୍ଯ୍ୟକ୍ରମ ରେ ଭାଗ ନେଇ ନିଜର ସୁଚିନ୍ତିତ ମତ ଦେଇଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ କିଛି ନୂତନ ସଦସ୍ୟ ଯଥାଧୀରେନ୍ଦ୍ର କୁମାର ସାହି, (କବି ଭାଇ ), ମାନସ ସିଂ, ଅଶୋକ କୁମାର ଅଗ୍ରୱାଲ ଅଶ୍ୱିନୀ ଅଗ୍ରୱାଲ ବିମଳ କୁମାର ଦାସ, କିଶୋର ଚନ୍ଦ୍ର ଶତପଥି ଫଗୁବନ୍ଧୁ ବେହେରା ପରି ବ୍ରାଜକସୁଧାଂଶୁ ପ୍ରତାପ ଚନ୍ଦ୍ର ପୃଷ୍ଟିଅଜିତ କୁମାର ଦାସ ପ୍ରଭୃତି ଯୋଗ ଦେଇ ସଂଗଠନ କୁ ଶକ୍ତିଶାଳୀ କରିବାକୁ ପ୍ରତିଶୃତି ଦେଇଥିଲେ ଦେଉଳସାହି ର ମୁରବି ଧୀରେନ୍ଦ୍ର ନାଥ ସାହୁ ଙ୍କୁ ସଂଗଠନ ର ଉପଦେଷ୍ଟା ଭାବେ ଘୋଷଣା କରାଯାଇଥିଲା.ଆସନ୍ତା ଅକ୍ଟୋବର ମାସରେ ଚହଟା ଅଞ୍ଚଳ ରେ ଏକ ବଡ଼ ଧରଣ ସଭା କରାଯିବାକୁ ପ୍ରସ୍ତାବ ରହିଥିଲା.ଓ ଏହି କାର୍ଯ୍ୟ କୁ ସମ୍ପା ଦନ କରିବାକୁ ଧୀ ରେନ୍ଦ୍ର ନାଥ ସାହୁ ସତ୍ୟବ୍ରତ ପାଢ଼ୀ ଓ ମାନସ ସିଂ ଙ୍କୁ ଦାଇତ୍ୱ ଦିଆଯାଇଥିଲା ସଂଗଠନ ର ବରିଷ୍ଟ ସଦସ୍ୟ ରବିନାରାୟଣ ଦାଶ ସମସ୍ତ ସଦସ୍ୟ ମାନଙ୍କ ପାଇଁ ପାଣି ଚା ଓ ଜଳଖିଆ ର ବ୍ୟବସ୍ଥା କରିଥିଲେ ଶେଷରେ ଯୁଗ୍ମ ସମ୍ପାଦକ ନିଜର ସଂକ୍ଷିପ୍ତ ମତାମତ ସହିତ ଧନ୍ୟବାଦ ଦେବାପରେ ସଭା ସାଙ୍ଗ ହୋଇଥିଲା
