ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।ବରଗଡ଼ ସଦର: ବରଗଡ଼ ବ୍ଲକ୍ ପଥର୍ଲା ପଞ୍ଚାୟତ ତୁରଙ୍ଗାଠାରେ ଥିବା ମାତା ବୈଷ୍ଣୋଦେବୀ ମନ୍ଦିରକୁ ଦର୍ଶନ ପାଇଁ ବୁଧବାର ଦିନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ତାଙ୍କ ପତ୍ନୀ କୌଶଲ୍ୟା ଦେବୀ ସାୟ ଓ ରାୟପୁର ବିଧାୟକ ପୁରନ୍ଦର ମିଶ୍ର ଆସିବାର କାର୍ଯ୍ୟକ୍ରମ ରହିଛି।
